ଝଲକାଇବା
ଦେଖଣା
ଝଲକାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି—(ସଂସ୍କୃତ - ଝଲ୍ଲିକା= ଦୀପ୍ତି; ଝଲକିବାର ଣଜନ୍ତି ରୂପ —Causative of jhalakibā)
- ୧. ଦୀପ୍ତିମୟ କରାଇବା —୧. To cause to shine.
- ୨. ଜଳପାତ୍ରକୁ ଦୋହୋଲାଇ ତହିଁରେ ଜଳୀୟ ବସ୍ତୁକୁ ଆନ୍ଦୋଳିତ କରିବା —୩. To shake a pot containing liquid so as to produce waves in it.