ଝଲକାଏ
ଜଳୀୟ ପଦାର୍ଥ ଏକ ଊର୍ମି ବା ଢେଉ ପରିମିତ; ମନ୍ଦାଏ —A splash; gushing wave or shower; one gush of (flowing liquid.)
(ଯଥା—ଝଲକାଏ ବାନ୍ତି; ଡଙ୍ଗାରେ ଝଲକାଏ ପାଣି ପଶିଗଲା)