Jump to content

ଝଲକ୍କା

ଉଇକିଅଭିଧାନ‌ରୁ

ଝଲକ୍କା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଝଳ୍ ଧାତୁ+ଅକ୍କ+ଆ)

[ସମ୍ପାଦନା]
୧. ଶିଖା (ହେମଚନ୍ଦ୍ର) — ୧. Flame.
୨. ଜ୍ୱାଳା; ଅର୍ଚ୍ଚିଃ (ହେମଚନ୍ଦ୍ର) —୨. Blaze.