ଝଲ୍ଲ

ଉଇକିଅଭିଧାନ‌ରୁ

ଝଲ୍ଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବ୍ରାତ୍ୟ (ସଂସ୍କାରହୀନ) କ୍ଷତ୍ରୀୟ ଓ ସବର୍ଣ୍ଣା ସ୍ତ୍ରୀ ଔରସ ବର୍ଣ୍ଣସଙ୍କର ଜାତି (ହିନ୍ଦୀ - ଶବ୍ଦସାଗର) — ୧. A degraded caste amongst the Hindus.
୨. ଭାଣ୍ଡ; ବୁଦୂଷକ (ହିନ୍ଦୀ - ଶବ୍ଦସାଗର) — ୨. A jkester buffoon.
୩. ପଟହ ବାଦ୍ୟ (ହିନ୍ଦୀ - ଶବ୍ଦସାଗର) — ୩. A kind of drum.
୪. ଜ୍ୱଳା; ତେଜ (ହିନ୍ଦୀ - ଶବ୍ଦସାଗର) — ୪. Blaze; inflammation; glare.
୫. ଯେଉଁ ବ୍ୟକ୍ତି ବାଜି ରଖି ଲଢ଼େଇ କରେ — ୫. A prize-fighter (Apte).