ଝଳଝଳିଆ

ଉଇକିଅଭିଧାନ‌ରୁ

ଝଳଝଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହସ୍ତୀର କର୍ଣ୍ଣ (ନନ୍ଦେ) — ୧. The ear of the elephant.
୨. ଆସ୍ଫାଳନ (ନନ୍ଦେ) —୨. Blustering.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପତଳା; ସରୁ —୧. Of delicate texture.
୨. ଜାଲଜଳୁଆ —୨. Net-like.