ଝଳି
ଦେଖଣା
ଝଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜ୍ୱଳ ଧାତୁ; ସଂସ୍କୃତ - ଝଳା)
[ସମ୍ପାଦନା]- ୧. ଦୀପ୍ତି — ୧. Glamour.
କମ୍ପୂଥିଲା ପରା ଝଲକା ଝଲକ ତାରକାବଳୀର ଝଳି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୨. ଚିକ୍କଣତା —୨. Gloss; soomthness.
- ୩. ଶୋଭା; କାନ୍ତି —୩. Beauty; grace.
ଲପନର ଝଳି; କବି କବିତ୍ୱ ପ୍ରସାର ଅର୍ଗନି ନୀଳମଣୀ. ଚିନ୍ତାତରଙ୍ଗଣୀ
- ୪. ଆଲୋକତରଙ୍ଗ —୪. Wave of light.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଦୀପ୍ତି; ଦୀପ୍ତିମାନ୍; ତୋଫା; ଜକଜକ କରୁଥିବା — ୧. Radiant; glittering; bright; shining dazzling.
ଝଳି ପାଞ୍ଚଳୀ ଝଟକେ ନାହିଁକି—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଝ. ଗୀତ
- ୨. ଚିକ୍କଣ —୨. Glossy; smooth.
ଚୁମ୍ୱାଇ ଚୂମ୍ୱି ମୋ ଅଧର ବଦନେ ପୀଡ଼ା ନେତ୍ରକଞ୍ଜ ଚୋସି ଅତୁଲ୍ୟ ଅମୂଲ୍ୟ ଝଳି ଝଲମଲ ଗଣ୍ଡକୁ ମୋ ଗଣ୍ଡେ ଘଷି କବିସୂର୍ଯ୍ୟ. ସଙ୍ଗୀତ
ଦେଶଜ - ବିଣରବିଶେଷଣ -
[ସମ୍ପାଦନା]ତୋଫା —Dazzlingly.
ଆରେ ଝଳି ଗୋରୀ, ଝୁଲି ଜାଣୁ ଭରା ହେଲେ ମୋଦେ ପରି କବିସୂର୍ଯ୍ୟ. କବିତା