ଝଷକେତନ

ଉଇକିଅଭିଧାନ‌ରୁ

ଝଷକେତନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଝଷକେତୁ, ଝଷଧ୍ୱଜ, ଝଷାଙ୍କଅନ୍ୟରୂପ

ସଂସ୍କୃତ - ବି—(ବହୁବ୍ରୀହ; ଝଷ+କେତନ; ଏହାଙ୍କର ପତାକାରେ ମାଛର ରୂପ ଅଙ୍କିତ ଥିବାରୁ)[ସମ୍ପାଦନା]

କନ୍ଦର୍ପ; ମଦନ; କାମଦେବ —The God cupid (of the Hindus)

ଝଷକେତନର ଏ କିସ ଦାଉ—ଗୋଲୋକ. ଇନ୍ଦୁରେଖା