ଝାଇଁ
ଝାଇଁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧା ଧାତୁ=ଅଗ୍ନି ସଂଯୋଗ କରିବା)[ସମ୍ପାଦନା]
- ୧. ତିବ୍ର ଗ୍ରୀଷ୍ମ; ଗରମି —୧. Excessive heat.
- ୨. ଗ୍ରୀଷ୍ମକାଳ —୨. Summer.
ଅନୁବାଦ[ସମ୍ପାଦନା]
ଦେଶଜ - ଅ[ସମ୍ପାଦନା]
- ୧. ଝାଇଁ ଝାଇଁ; ଝୋଲାମାରିବା — ୧. Fainting; faint; swoon.
- ୨. ଉପର୍ଯ୍ୟୁପରି ଧଆତୁ ଆଦିର ଆଘାତ ଜନିତ ଶବ୍ଦ (ଯଥା; ଦୁଇ ଧାତୁପାତ୍ର ବାଜିବା, ଘଣ୍ଟା ବାଜିବା, ହାଣ୍ଡିରେ ଚଉଳ ଭାଜିବା) — ୨. Tinkling; clanking sound.
ଚାଉଳ ଭାଜିଲି ଝାଇଁ—କେଳା ଗୀତ
- ୩. ଉତ୍ତପ୍ତ —୩. Heated; warm.
- ୪. ଅତରିକ୍ତରୂପେ ଭାଜି ହୋଇଥିବା — ୪. Roasted over much.
- ୫. ଭଜାଭଜିରେ ପୋଡ଼ି ଯାଇଥିବା — ୫. Burnt; calcined.
- ୬. ଗ୍ରୀଷ୍ମକାଳରେ ଇତ୍ପନ୍ନ (ଯଥା—ଝାଇଁମୁଗ) — ୬. Produced or harvested in summer.
ପ୍ରାଦେଶିକ - (ସମ୍ୱଲପୁର) କ୍ରି.ବିଶେଷଣ -[ସମ୍ପାଦନା]
ଝାଏଁ (ଦେଖ) - Jhāeñ (See)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]
ଝାଇଁମୀନ (ଦେଖ) - Jhāiñ-mīna (see)