ଝାଇଁ
ଦେଖଣା
ଝାଇଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧା ଧାତୁ=ଅଗ୍ନି ସଂଯୋଗ କରିବା)
[ସମ୍ପାଦନା]- ୧. ତିବ୍ର ଗ୍ରୀଷ୍ମ; ଗରମି —୧. Excessive heat.
- ୨. ଗ୍ରୀଷ୍ମକାଳ —୨. Summer.
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଝାଇଁ ଝାଇଁ; ଝୋଲାମାରିବା — ୧. Fainting; faint; swoon.
- ୨. ଉପର୍ଯ୍ୟୁପରି ଧଆତୁ ଆଦିର ଆଘାତ ଜନିତ ଶବ୍ଦ (ଯଥା; ଦୁଇ ଧାତୁପାତ୍ର ବାଜିବା, ଘଣ୍ଟା ବାଜିବା, ହାଣ୍ଡିରେ ଚଉଳ ଭାଜିବା) — ୨. Tinkling; clanking sound.
ଚାଉଳ ଭାଜିଲି ଝାଇଁ—କେଳା ଗୀତ
- ୩. ଉତ୍ତପ୍ତ —୩. Heated; warm.
- ୪. ଅତରିକ୍ତରୂପେ ଭାଜି ହୋଇଥିବା — ୪. Roasted over much.
- ୫. ଭଜାଭଜିରେ ପୋଡ଼ି ଯାଇଥିବା — ୫. Burnt; calcined.
- ୬. ଗ୍ରୀଷ୍ମକାଳରେ ଇତ୍ପନ୍ନ (ଯଥା—ଝାଇଁମୁଗ) — ୬. Produced or harvested in summer.
ପ୍ରାଦେଶିକ - (ସମ୍ୱଲପୁର) କ୍ରି.ବିଶେଷଣ -
[ସମ୍ପାଦନା]ଝାଏଁ (ଦେଖ) - Jhāeñ (See)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଝାଇଁମୀନ (ଦେଖ) - Jhāiñ-mīna (see)