ଝାଇଁପଖାଳ

ଉଇକିଅଭିଧାନ‌ରୁ

ଝାଇଁପଖାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଧ୍ନା ଧାତତୁ;+ପ୍ରକ୍ଷାଳିତାନ୍ନ)[ସମ୍ପାଦନା]

ଗରମ ପଖାଳ; ତବତ ଭାତ ତାତି ଥିବା ଅବସ୍ଥାରେ ତହିଁରେ ପାଣି ଦେଲେ ଯେଉଁ ପଖାଳ ହୁଏ; ଚାଇଁପଖାଳ; ତଟକା ସଜ ପଖାଳ —Boiled race soaked with water while still warm.