ଝାଇଁ ମୁଗ
ଗ୍ରୀଷ୍ମକାଳରେ ଅମଳ ହେବା ଏକ ପ୍ରକର ମୁଗ; ଧଳା ମୁଗ —A greenish white variety of moong (cereal) harvested in summer; Phaseolus Typica.
(ଯଥା—ଏହାର ବର୍ଣ୍ଣ ଈଷତ୍ ହରିତ୍ ବା ସାବଜା)