Jump to content

ଝାଉଁଳା

ଉଇକିଅଭିଧାନ‌ରୁ

ଝାଉଁଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଶ୍ୟାମଳ)

[ସମ୍ପାଦନା]
୧. ନେତ୍ରରୋଗବିଶେଷ — ୧. A disease of the eye.

[ ଦ୍ର—ଏଥିରେ ଆଖି ଉପରେ ଆଖିପତା ଘୋଡ଼ାଇ ହୋଇ ପଡ଼େ]

୨. ଝାଉଁ ଳିଯିବା; ମଉଳିଯିବା —୨. Withering.

ଦେଶଜ - ବିଶେଷଣ -

[ସମ୍ପାଦନା]

ମଉଳି ଯାଇଥିବା —Withered.