ଝାଏଁଜ୍

ଉଇକିଅଭିଧାନ‌ରୁ

ଝାଏଁଜ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - ଝର୍ଝରୀ)[ସମ୍ପାଦନା]

୧. ଝାଞ୍ଜ — ୧. Cymbals.
୨. (ସଂ ଧା ଧାତୁ=ଅଗ୍ନିସଂଯୋଜକ) ଝାଞ୍ଜି; ଖରା — ୨. The blaze of sun's rays.
୩. ତାତି —୩. Warmth; heat.
୪. ଅଂଶୁ; କିରଣ —୪. Ray.
୫. ଅଗ୍ନି ବା ଖରାର ତେଜ — ୫. Warmth or glare of sun's rays or fire.

[ ଦ୍ର—ତୁଳନା କର ସମ୍ୱଲପୁରୀ—ନଏଦ୍=ନଦୀ; ରାଏତ୍= ରାତି, ଖଏନ୍=ଖଣି, ପାଏନ୍=ପାଣି]