Jump to content

ଝାଞ୍ଜ

ଉଇକିଅଭିଧାନ‌ରୁ

ଝାଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର୍ଝର)

[ସମ୍ପାଦନା]

କଂସାମିଶା ପିତଳର ବୃହଦାକାର ଓ ପତଳା କରତାଳ —Thin and wide cymbals of brass mixed with bell-metal.

[ ଦ୍ର—ଏହା ଦେବାଳୟାଦିରେ ମୃଦଙ୍ଗ ବାଦ୍ୟ ସଙ୍ଗେ ଓ ସଂକୀର୍ତ୍ତନରେ ବଜାଯାଏ]