ଝାଟ
ଦେଖଣା
ଝାଟ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବି—(ସଂସ୍କୃତ - ଝଟଧାତୁ=ସଂହତ ହେବା+କର୍ତ୍ତୃ. ଅ)
- ୧. ନିକୁଞ୍ଜ —୧. Grove.
- ୨. ଗୁଳ୍ମ; କ୍ଷୁଦ୍ର ବୃକ୍ଷ —୨. Small tree; plant.
- ୩. ବୁଦା —୩. Bush.
- ୪. ମାର୍ଜନା; ଓଳାଇବା —୪. Sweeping with a broom.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପ୍ରହାରାର୍ଥ ବ୍ୟବହୃତ ପତ୍ର ଓ ଶାଖାବିହୀନ ଛୋଟ ଡାଳ; ଛାଟ; ଛାଟିଆ —୧. A small leafless and branchless twig used for thrashing.