ଝାଡ଼ଖଣ୍ଡ

ଉଇକିଅଭିଧାନ‌ରୁ

ଝାଡ଼ଖଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝାଟ+ଅଣ୍ଡ)[ସମ୍ପାଦନା]

୧. ଜଙ୍ଗଲ ମୁଲକ; ବଣୁଆ ରାଜ୍ୟ ବା ଦେଶ; ଯେଉଁ ରାଜ୍ୟ ଜଙ୍ଗଲରେ ପୁର୍ଣ୍ଣ; ଆରଣ୍ୟ ଅଞ୍ଚଳ; ଗଡ଼ଜାତ —୧. Wild tract of country; hill-stste; a country full of forests.

ଝାଡ଼ଖଣ୍ଡ ରସା ବାଦସା ଭଶେ କବିସୂର୍ଯ୍ୟ କିଶୋରୀ ଚମ୍ପୁ ଝ ଗୀତ

୨. ମଧ୍ୟପ୍ରଦେଶର ଛତିଶଗଡ଼ ଆଦି ଅରଣ୍ୟମୟ ଅଞ୍ଚଳ — ୨. The wild tract of the Central Province.
୩. ବୈଦ୍ୟନାଥ ଧାମ (ଜ୍ଞାନନ୍ଦ୍ର) (ଦେଖ) - ୩. B&aline;i̱dyanātha dhāma (See)

[ ଦ୍ର—ବୈଦ୍ୟନାଥ ଧାମଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଯେଉଁ ପାହାଡ଼ ଓ ଜଙ୍ଗଲ ଶ୍ରେଣୀ ଲାଗିଛି ତହିଁର ଭିନ୍ନ ଭିନ୍ନ ଅଂଶ ଝାଡ଼ଖଣ୍ଡ ନାମରେ ଅଭିହିତ ହେବାର ପ୍ରାଚୀନ ଓଡ଼ିଆ ଗ୍ରନ୍ଥମାନଙ୍କରେ ଦେଖାଯାଏ ମୁସଳମାନ୍ମାନଙ୍କ ରଚିତ ଭାରତ ଇତିହାସମାନଙ୍କରେ ଛତିଶଗଡ଼ ଓ ଗଣ୍ଡାବାନା ଅଞ୍ଚଳର ଉତ୍ତରାଂଶ ଝାଡ଼ଖଣ୍ଡ ନାମରେ ଅଭିହିତ (ହି . ଶବ୍ଦସାଗର) ବଙ୍ଗୀୟ ବୈଷ୍ଣବ ସାହିତ୍ୟରେ ବୈଦ୍ୟନାଥଧାମ ଓ ସ୍ଥଳବିଶେଷରେ ଓଡ଼ିଶାର ଗଡ଼ଜାତ ଓ ଛତିଶଗଡ଼ ଓ ମଧ୍ୟ— ପ୍ରଦେଶର ଅରଣ୍ୟମୟ ଅଞ୍ଚଶକୁ ଝାଡ଼ଖଣ୍ଡ ନାମରେ ଅଭିହିତ କରାଯାଇଆଛି]