ଝାଡ଼ିଝୁଡ଼ି
ଦେଖଣା
ଝାଡ଼ିଝୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାଡ଼ିଝୁଡ଼ି
|
(ଝାଡ଼ିଝୁଡ଼ିକରି—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ଝାଡ଼ିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଧ୍ୱନ୍ୟନୂକାରୀ ଝୁଡ଼ିବା କ୍ରୟାର ଅସମାପିକା ରୂପ ଯୁକ୍ତ ହୋଇ ନ୍ତ୍ରି,ବିଶେଷଣ - ରୂପେ ବ୍ୟବହୃତ)
[ସମ୍ପାଦନା]- ୧. ଉତ୍ତମରୂପେ ପରିଷ୍କାରପୂର୍ବକ; ଉତ୍ତମରୂପେ ଓଳିଆପୋଳିଆ କରି — ୧. After cleansing thoroughly; after a thorugh sweeping.
(ଯଥା—ଘରଟିକୁ ଝାଡ଼ିଝୁଡ଼ି ସଫା କରିଦିଅ)
- ୨. ନିଃଶେଷ କରି; କିଛି ମାତ୍ର ବାକି ନ ରଖି — ୨. Exhaustively; without leaving out any thing in it.
(ଯଥା—ବାକ୍ସକୁ ଝାଡ଼ିଝୁଡ଼ି ଦେଖିଲି ଯେ ସେଥିରେ ଚାରି ଅଣା ପଇସା ପଡ଼ିଛି)ୟ
- ୩. ଦେହରେ ବା ଗୃହାଦିରେ ଟିକିଏ ମାତ୍ର ମଳି ବା ଧୂଳି ନଛାଡ଼ି — ୩. Without leaving a speck of dust or dirt (in the body or house or place).
- ୪. କୌଣସି ବ୍ୟକ୍ତି ନିକଟରେ କପର୍ଦ୍ଦକ ମାତ୍ର ବା ସମ୍ୱଳ ମାତ୍ର ନ ଛାଡ଼ି —୪. Without leaving a single penny or article with a person.
(ଯଥା—ଡ଼କେଇତମାନେ ତା ଘରୁ ସବୁ ଝାଡ଼ିଝୁଡ଼ି ଲୁଟି କରି ନେଲେ)
- ୫. ଦେହରେ ରୋଗର ସାମାନ୍ୟ ଚିହ୍ନ ମାତ୍ର ନ ଛାଡ଼ି — ୫. Without leaving an atom of disease in the body of a person.
(ଯଥା—ବୈଦ୍ୟ ରୋଗୀ ଦେହରୁ ଜରକୁ ଝାଡ଼ିଝୁଡ଼ି ନେଇ ଗଲେ)