ଝାଡ଼ିଝୁଡ଼ି ହେବା
ଦେଖଣା
ଝାଡ଼ିଝୁଡ଼ି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଆପଣା ଦେହ ଓ ଅଙ୍ଗପ୍ରତ୍ୟଙ୍ଗକୁ ହଲାଇ ଦେହରୁ ଧୂଳିଆଦି ଖସାଇ ଦେବା — ୧. To shake off the dust from one's body.
- ୨. ଆପଣା ପିନ୍ଧିବା ଲୁଗାପଟାକୁ ଜୋରରେ ହଲାଇ ତହିଁରେ ଲାଗିଥିବା ଅଳିଆ ଓ ଧୂଳିଆଦି ଦୂର କରିବା — ୨. To shake off the dust or dirt off one's cloth.
- ୩. ଦେହରେ ଲାଗିଥିବା ଧୂଳି ଓ ମଇଳାକୁ ହାତ କିମ୍ୱା ଗାମୁଛାଦ୍ୱାରା ଶରୀରରେ ଆଘାତ କରି ପୋଛିବା — ୩. To shake off dust from one's body with the land or a duster.
ଏ ଅନ୍ତରେ ସାତ୍ୟକି ହୋଇ ଝାଡ଼ିଝୁଡ଼ି ଉଠି ଆଣ୍ଟ କରି ଧଇଲେ ଖଣ୍ଡା ଭିଡ଼ି କୃଷ୍ଣସିଂହ, ମହାଭାରତ, ଦ୍ରୋଣ