Jump to content

ଝାଡ଼ୁଆ ନାଆ

ଉଇକିଅଭିଧାନ‌ରୁ

ଝାଡ଼ୁଆ ନାଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସରୁଆ ନୌକାବିଶେଷ — A kind of narrow country-boat.

ଝାଡ଼ୁଆନାଆ ଆଗ ମଙ୍ଗ ଖଟା ହୋଇଅଛି—ଫକୀରମୋହନ. ଗଳ୍ପସ୍ୱଳ୍ପ