Jump to content

ଝାଡାକଇଆ

ଉଇକିଅଭିଧାନ‌ରୁ

ଝାଡାକଇଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଓଲାଉଠା ରୋଗାକ୍ରାନ୍ତ — ୧. Attacked with cholera.

(ଯଥା—ଝଡ଼ାକଇଆ ମଳୁ)

୨. (ଗାଳି ବା ଅଭିଶାପରେ ବ୍ୟବହୃତ) ଯେ ଓଲାଉଠାରେ ମରିବ —୨. (a curse) Beart thouattacked with cholera.