Jump to content

ଝାତି

ଉଇକିଅଭିଧାନ‌ରୁ

ଝାତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ଝଟିତି)

[ସମ୍ପାଦନା]

ଝଟ୍କିନି; ଝଟିତି; ଅତିଶିଘ୍ର — At once; sharp; very soon; quickly, speedily.

ଭାଗ୍ୟ ଏତେକ ଜନ୍ମ ଲୋତକ ଭାବ ଯେତେକ ଚିନ୍ତି, ବାସେ ପୋଛିବ ସେକି ମୁର୍ଚ୍ଛିବ ଏକ ପୁଛିବ ଝାତି ଭଞ୍ଜ. ପ୍ରେସସୁଧାନିଧି