Jump to content

ଝାପ୍ସା

ଉଇକିଅଭିଧାନ‌ରୁ

ଝାପ୍ସା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଅସ୍ପଷ୍ଟ; ଧୂମସାର)

[ସମ୍ପାଦନା]
୧. ଅସ୍ପଷ୍ଟଭାବରେ ଦେଖାଯିବା (ବସ୍ତୁ) — ୧. Seen indistinctly; dimly seen.
୨. ଅସ୍ପଷ୍ଟଭାବରେ ଦେଖି ପାରିବା; ଜାଲଜାଳୁଆ (ଦୃଷ୍ଟି) — ୨. Filmy; blurred (eye-sight).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚାଳିଶା; ୪ ବର୍ଷ ଟପିବା ବ୍ୟକ୍ତିଙ୍କର ଅକ୍ଷର ଆଦି ସଫା ପଢି ନ ପାରିବା ଅବସ୍ଥା —୧. Dimness of eye- sight after the age of ୪୦ years.
୨. ଚକ୍ଷୁର ରୋଗବିଶେଷ; ଯେଉଁ ରୋଗରେ ଆଖି ଉପରେ ପତଳା ଆବରଣ ମାଡ଼ି ଯିବାରୁ ରୋଗୀକୁ ପଦାର୍ଥ ସବୁ କୁହୁଡ଼ି ମାଡ଼ିଥିବା ଭଳି ଅସ୍ପଷ୍ଟ ଦେଖାଯାଏ; ଜଳକା ଧରିବା ରୋଗ —୨. Glaucoma; an eyedisease causing dimness of vision.