Jump to content

ଝାମୁଗୀତ

ଉଇକିଅଭିଧାନ‌ରୁ

ଝାମୁଗୀତ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଝାମୁ ଯାତ ସମୟରେ ପାଟୁଆମାନେ ନାଚିନାଚି ଯେଉଁ ଗୀତ ବୋଲନ୍ତି —Songs sung by the persons who observe the jhāmu-oshā vow.