ଝାମ୍ପଡ଼ା
ଝାମ୍ପଡ଼ା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
(ଝାମ୍ପୁଡ଼ା—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ପିଧାନ=ଆଚ୍ଛାଦନ)[ସମ୍ପାଦନା]
- ୧. ଛତରା; ଚତ୍ରାକାର ଅଗ୍ରଭାଗଯୁକ୍ତ —୧. Overspreading; with a spreading jto; bushy.
- ୨. ଝାମ୍ପୁଡ଼ାମୂଣ୍ଡା (ଦେଖ) - ୨. Jhāmpuṟḍ̠ā-muṇḍā (See)
- ୩. ଇତସ୍ତତଃ ମୁକୁଳା ହୋଇଥିବା (ଅଳ୍ପ ଲମ୍ୱ ବାଳ) ୩. Tangled; shaggy (short hair)
- ୪. ଯେ (ହିଂସ୍ର ପଶୁ ପକ୍ଷୀ) ଶିକାରକୁ ଚିଲାମାରେ; ଶିକାରୀ — ୪. Preying pouncing (bird or beast).