Jump to content

ଝାମ୍ପୁଲାଶିଂଘା

ଉଇକିଅଭିଧାନ‌ରୁ

ଝାମ୍ପୁଲାଶିଂଘା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]

ଯେଉଁ ଗାଈ ବା ବଳଦର ଶୃଙ୍ଗଦ୍ୱୟ ଦୁଇଆଡ଼େ ବିପରୀତ ଦିଗରେ ବାହାରକୁ ବାହାରିଯାଏ —(cow or bullock) Having horns growing away from each other; with horns diverging away from each other.