ଝାମ୍ପ ମାରିବା
ଦେଖଣା
ଝାମ୍ପ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝାମ୍ପ ମାରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ହିଂସ୍ର ପଶୁପକ୍ଷୀମାନେ) ନଖଦ୍ୱାରା ଆକର୍ଷଣ କରି କୌଣସି ପଦାର୍ଥ ନେଇଯିବା — ୧. to snatch away a thing by pounching (said of birds and beasts of prey.)
- ୨. ଶିକାର ଉପରେ ବଳପୂର୍ବକ ଆକ୍ରମଣ କରି ପତିତ ହେବା — ୨. To swoop upon a prey.
ଝାମ୍ପ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଝାମ୍ପିବା, ଚିଲା ମାରିବା