ଝାମ ଖେଳ
ଚୈତ୍ର ସଂକ୍ରନ୍ତିରେ ପାଟୁଆମାନଙ୍କର ନିଆଁଉପରେ ଚାଲିବା ଉତ୍ସବ —The festival or fest of devotees walking over live coal on ch&aline;i̱tra saṁkrānti day.
କେ ବୋଇଲେ ଭଲା ଏହାର ନାମ ଗୁଣା କାମ ଝାମଖେଳ ନିଆଁକୁ କରେ ଉଣା କୃଷ୍ଣସିଂହ. ମହାଭାରତ. ବନ