ଝାଲରିଆ
ଦେଶଜ - ବିଶେଷଣ - (ସଂସ୍କୃତ - ଜାଳ)
[ସମ୍ପାଦନା]
- ୧. ଜାଲଜାଲୁଆ — ୧. Reticulated; netty.
- ୨. ଝାଲରଯୁକ୍ତ; ଝାଲରଦାର — ୨. Having hanging fringers; frilled.
- ୩. ମୟୂରଚନ୍ଦ୍ରିକାଯୁକ୍ତ —୩. Decorated with the tail-feathers of the peacock.
କମନୀୟ କେକୀ ଝାଲରିଆ ସେ କି ଜଗତୀନୟନାନନ୍ଦ ଲୋ— କବିସୂର୍ଯ୍ୟ. ସଙ୍ଗୀତ