Jump to content

ଝାଳି

ଉଇକିଅଭିଧାନ‌ରୁ

ଝାଳି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଞ୍ଚା ଆମ୍ୱ ଚୁରୁଡ଼ା କଟା ହୋଇ ସେଥିରେ ବେଶର, ଲୁଣ ଓ ହେଙ୍ଗୁ ମିଶା ଯାଇ ନିଆଁରେ ସନ୍ତୁଳା ହୋଇ ପ୍ରସ୍ତୁତ କରାଯିବା ଆଚାର (ଭାବପ୍ରକାଶ) —A kind of raw-mango-pickle fried with mustard salt and asafoetida.