ଝାଳିବା
ଦେଖଣା
ଝାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଝଳ ବା ଜ୍ୱଳ ଧାତୁ;ସଂସ୍କୃତ - ଉଦ୍ଧାର)
[ସମ୍ପାଦନା]- ୧. ଧାତୁନିର୍ମିତ ପାତ୍ର ଓ ଅଳଙ୍କାରାଦିର ଅଂଶମାନଙ୍କୁ ଗଳିତ ଧାତୁଦ୍ୱାରା ସଂଯୋଜନ କରିବା ବା ଜୋଡ଼ିବା — ୧. To solder the different parts of a metal- pot or ornament.
- ୨. ସଂଲଗ୍ନ କରିବା —୨. To attach.
ଝାଳି ଦେଲୁ ନାହିଁ ଝଳି ଚାନ୍ଦମୂହୀଁ ଗଣ୍ଡକୁ ମୋ ଗଣ୍ଡେ ଥରେ— କବିସୂର୍ଯ୍ୟ, ସଙ୍ଗୀତ
- ୩. ଅଳଙ୍କାରାଦି ଧାତୁ ପଦାର୍ଥକୁ ଘଷି ମଜି ଉଜ୍ଜଳ କରିବା — ୩. To brighten or burnish ornaments or other metalic things.
- ୪. ଉଝାଳିବା; କୁଅ ପଖୋରୀ ଆଦିର ପଙ୍କୋଦ୍ଧାର କରିବା — ୪. To clear out silt from the bottom of an old well or tank.
- ୫. ଭଙ୍ଗା ବାସନ ବା ଅଳଙ୍କାର ଉପରେ ଧାତୁର ପାତିଆ ଦେଇ ମରାମତି କରିବା —To mend a broken or damaged utensil or ornament.