ଝାସିବା

ଉଇକିଅଭିଧାନ‌ରୁ

ଝାସିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଝଷ ଧାତୁ=ବଧ କରିବା; ସଂସ୍କୃତ - ଝମ୍ପ; ସଂସ୍କୃତ - ଘୂଷ ଧାତୁ=ପ୍ରତିଜ୍ଞା କରିବା)[ସମ୍ପାଦନା]

୧. ପ୍ରାଣତ୍ୟାଗ ବା ଆତ୍ମହତ୍ୟା ନିମନ୍ତେ ଅଗ୍ନିକୁ ବା ଜଳକୁ ଡେଇଁ ପଡ଼ିବା —୧. To plunge into fire or water to commit suicite.
୨. ପରଜନ୍ମରେ ଅଭୀପ୍ସିତ ଫଳଲାଭର ସଂକଳ୍ପ କରି ଜୀବନ ଉତ୍ସର୍ଗ କରିବା ନିମିତ୍ତ କୌଣସି ମହାତୀର୍ଥରେ ଜଳକୁ ଡେଇଁ ପଡ଼ିବା — ୨. To jump into the water of a sacred tank with the belief or resolve to attain one's aim in the next birth.

ବରତ କି କରି ନାହିଁ ଝାସିଥିଲି ଅଜଣାରେ ପୂରୁବରୁ ଭଞ୍ଜ, ବୈଦେହୀଶଳାସ

୩. କୌଣସି ଉଦ୍ଦିଷ୍ଟ ମହତ୍ ଫଳ ପ୍ରାପ୍ତ୍ୟର୍ଥ ନିଜର ପ୍ରାଣକୁ ଉତ୍ସର୍ଗ କରି ପ୍ରାଣତ୍ୟାଗ କରିବା — ୩. To sacrifice one's life for same noble aim.

ରଣେ ଝାସନ୍ତି ଯେଉଁ ବୀର ସମରେ ତ୍ୟଜନ୍ତି ଶରୀର ଜଗନ୍ନାଥ, ଭାଗବତ

୪. ହଠାତ୍ ଆକ୍ରମଣ କରିବା — ୪. To attack suddenly.
୫. ଡେଇଁ ପଡ଼ିବା; ଲମ୍ଫ ଦେବା — ୫. To jump into.

ଜଳରେ ପଡ଼ନ୍ତେ ଝାସି, ଧଇଲେ ଦାସୀ ଯେ ପ୍ରତାପ, ଶଶିଶେଣା

୬. ଦ୍ରୁତଗତିରେ ପ୍ରବେଶ କରିବା — ୬. To enter swiftly.

ସଂକୁଚେଣ ଯିକ ଝାଡ଼େ ଝାସୁ ପ୍ରାଚୀ. ରହସ୍ୟମଞ୍ଜରୀ

୬. କୌଣସି ଜୀବ ବା ଶିକାର ଉପରକୁ କୁଦିବା — ୭. To swoop upon a prey.