ଝି

ଉଇକିଅଭିଧାନ‌ରୁ

ଝି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦୁହିତା; ପ୍ରା. ଧୀଆ; ପା. ଧୀତା; ସଂସ୍କୃତ - ଜାମି= କନ୍ୟା; ଇଉରୋପୀୟ ଆର୍ଯ୍ୟଭାଷା ଦ୍ସୀ, Zi)—

କନ୍ୟା; ଝିଅ —Daughter.

ବେଳସୁଁ) କୁଟୁତୁଣୀ ଘର ଝି ! ଢିଙ୍କିଟାମାନ ଦେଖିଲାକ୍ଷଣି (ବୋଲନ୍ତି) ଏଇଟାମାନ କି ?—ଢଗ

=== ପ୍ରାଦେଶିକ -

୧. (ମେଦିନୀପୁର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)—ଦାସୀ —୧. Maid servant.
୨. (ସିଂହଭୂମ) ବି—ପିଉସୀ — ୨. Father's sister.
୩. (ଗଡ଼ଜାତ) ଅ. (ପୋଖରୀ ଓ ନଈକୁ ମଇଁଷିମାନଙ୍କୁ ଗାଧୋଇବାକୁ ନେଇଥିବା ଜଗୁଆଳର ଡାକ) ପାଣିରେ ସମୁଦାୟ ଶରୀର ବୁଡ଼ିଲା ଭଳି ଶୋଇ ପଡ଼ — ୩. A word used by the driver buffaloes requiring them to lie down in the water while having a bath.