ଝିଅଣିଆଁ
ଦେଖଣା
ଝିଅଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରିବାରସ୍ଥ କନ୍ୟାସ୍ଥାନୀୟା ସ୍ତ୍ରୀଗଣ (ଯଥା—ଝିଆରୀ, ଭାଣିଜୀ) —Women of the status or position of the daughter in the family.
(ଝିଆଣୀ, ଝିଆଣୀଆ—ଅନ୍ୟରୂପ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କନ୍ୟାସମ୍ୱନ୍ଧୀୟ — ୧. Relating to a daughter.
- ୨. କନ୍ୟାର ବ୍ୟବହାର— ଯୋଗ୍ୟ —୨. Fit to be used by the daughters; fit to be given to a daughter.
- ୩. କନ୍ୟା ଘରକୁ ପଠାଯିବାର ଉପଯୁକ୍ତ ବା ଅଳ୍ପ ମୂଲ୍ୟର (ବେଭାର) ଆଦି —୩. (present) Economical or appropriate to be sent to the married daughter's house.
(ଯଥା—ଝିଆଣିଆ ବେଭାର ପାଇଁ ଅଳ୍ପଦାମର ଲୁଗା କିଣାଯିବ)