ଝିଙ୍ଗିଡ଼ି

ଉଇକିଅଭିଧାନ‌ରୁ

ଝିଙ୍ଗିଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଦୁନ୍ଦୁଭି ଆଦି ବାଦ୍ୟର ଧ୍ୱନ୍ୟନୁକରଣବିଶେଷ — The sound of small drums.

ଧେଁକ୍ ଧେଁକ୍ ଥେଇ ଥେଇ ଦୁନ୍ଦୁଭି ବାଜେ ଝିଙ୍ଗିଡ଼ି ଗିଡ଼ି ଗିଡ଼ି ଥେଇ ଥେଇ ସାଜେ ପ୍ରାଚୀ. ରହସ୍ୟମଞ୍ଜରୀ