ଝିଣିଝିଣି
ଦେଖଣା
ଝିଣିଝିଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -(ଅନୁଭୂତିର କାଳ୍ପନିକ ଅନୁକରଣ ଶବ୍ଦ)
[ସମ୍ପାଦନା]ଅଙ୍ଗ ସୁପ୍ରି; ବହୁକାଳ ଏକ ଅବସ୍ଥାରେ ରହି ଗଲେ ରକ୍ତ— ସଞ୍ଚାଳନର ରୋଧ ହେବାରୁ ଅଙ୍ଗବିଶେଷର ଯେଉଁ ଅବଶ ଅବସ୍ଥା ବୋଧ ହୁଏ; ଅଙ୍ଗାଦିର ଅବଶତା; ଝିମି ଝିମି — Numbness of limbs; sensation of the limb being asleep; 'limbs going to sleep'; 'pins and needles' (due to limbs temporarily losing sensation after being kept unmoved for a long period); tingling sensation.
ଦେଶଜ - ଅ.—(ଧ୍ୱନ୍ୟନୁକରଣ)
[ସମ୍ପାଦନା]ଝୁଣୁଝୁଣୁ (ଦେଖ) - Jhuṇu jhuṇu (See)