ଝିଣିଝିଣି

ଉଇକିଅଭିଧାନ‌ରୁ

ଝିଣିଝିଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଅନୁଭୂତିର କାଳ୍ପନିକ ଅନୁକରଣ ଶବ୍ଦ)[ସମ୍ପାଦନା]

ଅଙ୍ଗ ସୁପ୍ରି; ବହୁକାଳ ଏକ ଅବସ୍ଥାରେ ରହି ଗଲେ ରକ୍ତ— ସଞ୍ଚାଳନର ରୋଧ ହେବାରୁ ଅଙ୍ଗବିଶେଷର ଯେଉଁ ଅବଶ ଅବସ୍ଥା ବୋଧ ହୁଏ; ଅଙ୍ଗାଦିର ଅବଶତା; ଝିମି ଝିମି — Numbness of limbs; sensation of the limb being asleep; 'limbs going to sleep'; 'pins and needles' (due to limbs temporarily losing sensation after being kept unmoved for a long period); tingling sensation.

ଦେଶଜ - ଅ.—(ଧ୍ୱନ୍ୟନୁକରଣ)[ସମ୍ପାଦନା]

ଝୁଣୁଝୁଣୁ (ଦେଖ) - Jhuṇu jhuṇu (See)