ଝିଣିଝିଣିଆ

ଉଇକିଅଭିଧାନ‌ରୁ

ଝିଣିଝିଣିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଏକପ୍ରକାର ଆମ୍ୱ, ଯାହାକୁ ଖାଇଲେ ତଣ୍ଟି ଓ ପାଟି ଝିମିଝିମି ହୋଇଯାଏ; ରସୁଣିଆ ଆମ୍ୱ —A kind of mango which causes irritation in the throat and mouth.