ଝିମେଇବା

ଉଇକିଅଭିଧାନ‌ରୁ

ଝିମେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ଦେହ) ଝିମିଝିମି ବୋଧ କରିବା — ୧. To feel a tingling sensation in the body.
୨. ଅଙ୍ଗାଦି ଅବଶ ହୋଇ ଚଳତ୍ ଶକ୍ତିହୀନ ହେବା — ୨. (limbs) To be benumbed or overpowered.
୩. (ଅଙ୍ଗାଦି ଅବଶ ହେବା ପରି) ଧୀରେ ଧୀରେ କୌଣସି କାର୍ଯ୍ୟ କରିବା; ଧିମେଇବା — ୩. To do some work very slowly (as if the doer is suffering from numbness).

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ -[ସମ୍ପାଦନା]

ନିଦ୍ରାତୁର ହୋଇ ଢୁଳାଇବା ବା ଝାଙ୍କି ହେବା —To non with drowsiness.