ଝୁଡ଼ୁଙ୍ଗ

ଉଇକିଅଭିଧାନ‌ରୁ

ଝୁଡ଼ୁଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ସଂସ୍କୃତ - ରାଜମାକ୍ଷ, ମରୁତ୍କର. ବର୍ବଟ)

(ଝୁଡ଼ଙ୍ଗା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ବଟ)[ସମ୍ପାଦନା]

୧. ଏକପ୍ରକାର ଛୁଇଁ — ୧. A kind of pod-bearing creeper; Vigna Typisa.

ପୂର୍ବଭାଦ୍ରପଦେ ଝୁଡ଼ଙ୍ଗ ଦାନ ଦେଲେ ସବୁ ଭକ୍ଷ୍ୟ ତାକୁ ମିଳଇ ଜାଣ ଭଲେ କୃଷ୍ଣସିଂହ. ମହାଭାରତ ଅନୁଶାସନ

[ଦ୍ରଷ୍ଟବ୍ୟ —ଏହାର ଲତା ଶିମ୍ୱ ପରି ଛୁଇଁ ଧଳା, କଳା ଓ ନାଲି ଭେଦରେ ୩ ପ୍ରକାର ଏହା ବରଗଡ଼ ଛୁଇଁ ପରି ତିଅଣରେ ବ୍ୟବହୃତ ହୁଏ କିନ୍ତୁ ବରଗଡ଼ ଛୁଇଁ ଅପେକ୍ଷା ଏହା ଆକାରରେ ସରୁ ଝୁଡ଼ୁଙ୍ଗ ଆକାରଭେଦରେ ୩ ପ୍ରକାର; ୧ ବଡ଼—ଲମ୍ୱରେ ୧/?/ ୨ ଫୁଟ ବଢ଼େ ୨ ମାଙ୍କଡ଼ଦାନ୍ତିଆ—ଚୋପା ଖୁବ୍ ଚେମଡ଼ା; ଚୋପା ଖାଇ ହୁଏ ନାହିଁ ୩ କାଠିଝୁଡ଼ଙ୍ଗ—ସରୁଆ ଓ ଛୁଇଁ ସାନ]

୨. ଏକପ୍ରକାର ଲୁଣି ମାଛ — ୨. A kind of sea-fish.