ଝୁମ୍ପା
ଦେଖଣା
ଝୁମ୍ପା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଫିତା ବା ପାଟଫୁଲି ଅଗରେ ଲାଗିଥିବା ଫୁଲି — ୧. Tassel; flower-like design attached to the ends of dressing tapes.
- ୨. ଗୁଚ୍ଛ ବା ଥୋପା; ପେନ୍ଥା —୨. Cluster.
ଗଜ ମୁକୁତା ଝୁମ୍ପା ଫଳ ଭୁପତି. ପ୍ରେମପଞ୍ଚାମୃତ
- ୩. ମୁଣ୍ଡର ଜୁଡ଼ାରେ ପିନ୍ଧାଯିବା ପାଟଫୁଲି ଅଗରେ ଲାଗି— ଥିବା ପେନ୍ଥା ବା ଗ୍ରନ୍ଥିଚୟ —୩. Tassels or cluster of knots tied to the end of a tape for the chignon.
- ୪. (ବଣିଆ ଶବ୍ଦ) ଝୁଲୁଥିବା ଅଳଙ୍କାରର ଗୁଚ୍ଛଯୁକ୍ତ ଅଂଶ ବିଶେଷ —୪. Tassellated pendants.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଢୃମ୍ପା (ଦେଖ) - Ḍhumpā (See)