ଝୁମ୍ପା

ଉଇକିଅଭିଧାନ‌ରୁ

ଝୁମ୍ପା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଫିତା ବା ପାଟଫୁଲି ଅଗରେ ଲାଗିଥିବା ଫୁଲି — ୧. Tassel; flower-like design attached to the ends of dressing tapes.
୨. ଗୁଚ୍ଛ ବା ଥୋପା; ପେନ୍ଥା —୨. Cluster.

ଗଜ ମୁକୁତା ଝୁମ୍ପା ଫଳ ଭୁପତି. ପ୍ରେମପଞ୍ଚାମୃତ

୩. ମୁଣ୍ଡର ଜୁଡ଼ାରେ ପିନ୍ଧାଯିବା ପାଟଫୁଲି ଅଗରେ ଲାଗି— ଥିବା ପେନ୍ଥା ବା ଗ୍ରନ୍ଥିଚୟ —୩. Tassels or cluster of knots tied to the end of a tape for the chignon.
୪. (ବଣିଆ ଶବ୍ଦ) ଝୁଲୁଥିବା ଅଳଙ୍କାରର ଗୁଚ୍ଛଯୁକ୍ତ ଅଂଶ ବିଶେଷ —୪. Tassellated pendants.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଢୃମ୍ପା (ଦେଖ) - Ḍhumpā (See)