ଝୁରା

ଉଇକିଅଭିଧାନ‌ରୁ

ଝୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁର, ଯୁଗନ୍ଧର)[ସମ୍ପାଦନା]

୧. ଶଗଡ଼ ଯୁଆଳିର ମଧ୍ୟଭାଗ (ଯେଉଁଠାରେ ଶଗଡ଼— ଦଣ୍ଡାର ଅଗ୍ରଭାଗ ଯୁଆଳି ସଙ୍ଗେ ସଂଯୋଜିତ ହୁଏ) — ୧. To middle of the yoke to which the shaft of a cart is attached; the front end of the beam of a cart which is attached to the middle of the yoke.

ଅନୁବାଦ[ସମ୍ପାଦନା]

୩. (ସଂସ୍କୃତ - ଚର୍ ଧାତୁ=ଚୁର୍ଣ୍ଣ କରିବା)—ଚୁର୍ଣ୍ଣ; ଚୁନା — ୩. Powder.
୨. କୌଣସି ବସ୍ତୁର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ —୨. Small particles of any thing; crumbs.

ଅନୁବାଦ[ସମ୍ପାଦନା]

୪. ବିରହର ସନ୍ତାପ; ପ୍ରିୟ ବ୍ୟକ୍ତିର ବିଚ୍ଛେଦଜନିତ ଶୋକ; ଝୁରିବା —୪. Pining after one's absent beloved.

ପ୍ରାଦେଶିକ - (ଗଞ୍ଜାମ ଓ ବାଣପୁର) ବିଶେଷ୍ୟ -[ସମ୍ପାଦନା]

ଶଗଡ଼ ଯୁଆଳିକୁ ଦଣ୍ଡାର ଅଗ ସଙ୍ଗେ ବାନ୍ଧିବାରେ ବ୍ୟବହୃତ ଚମ ଦଉଡ଼ି — The thong joining the shaft of a cart to the middle of the yoke.

[ଦ୍ରଷ୍ଟବ୍ୟ —କତାଦଉଡ଼ିକୁ ଗତା କହନ୍ତି]

(ଉଲାର, ଟପାଳିଆଁ—ବିପରୀତ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଆଗ ପାଖରେ ବୋଝେଇ ବେଶୀ ହେବା ଯୋଗୁଁ ଆଗ ପାଖ ଭାରି ହୋଇଥିବା (ଶଗଡ଼) — ୧. Front-heavy; (cart) which has become heavier in the front.
୨. ଚୁର୍ଣ୍ଣିତ —୨. Powdered.
୩. କ୍ଷୁଦ୍ର କ୍ଷୁଦ୍ର ସ୍ୱତ୍ରନ୍ତ୍ର ଖଣ୍ଡବିଶିଷ୍ଟ — ୩. Consisiting of tiny bits.

(ଯଥା— ମାଛର ଝୁରା ଭଜା)

ପ୍ରାଦେଶିକ -[ସମ୍ପାଦନା]

୧. (ପୁରୀ) ବିଶେଷଣ -ଅତି ମାତ୍ରାରେ; ଅତ୍ୟଧିକ, ଆକଣ୍ଠ (ଭୋଜନ) —୧. (Eating) To one's fill.
୨. (ସିଂହଭୁମ) ବିଶେଷଣ -ଛୋଟ ଛୋଟ; ଚୁନା ଚୁନା — ୨. Small bits of; tiny grains of

(ଯଥା— ଝୁରା ଧାନ)

ପ୍ରାଦେଶିକ - (ପୁରୀ)—ବି[ସମ୍ପାଦନା]

ଅତି ଭୋଜନ ଯୋଗୁଁ ଅନୁଭୁତି ଅସ୍ୱାଛନ୍ଦ୍ୟ —Uneasiness felt after over eating.