ଝୁରା
ଦେଖଣା
ଝୁରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁର, ଯୁଗନ୍ଧର)
[ସମ୍ପାଦନା]- ୧. ଶଗଡ଼ ଯୁଆଳିର ମଧ୍ୟଭାଗ (ଯେଉଁଠାରେ ଶଗଡ଼— ଦଣ୍ଡାର ଅଗ୍ରଭାଗ ଯୁଆଳି ସଙ୍ଗେ ସଂଯୋଜିତ ହୁଏ) — ୧. To middle of the yoke to which the shaft of a cart is attached; the front end of the beam of a cart which is attached to the middle of the yoke.
ଅନୁବାଦ
[ସମ୍ପାଦନା]- ୩. (ସଂସ୍କୃତ - ଚର୍ ଧାତୁ=ଚୁର୍ଣ୍ଣ କରିବା)—ଚୁର୍ଣ୍ଣ; ଚୁନା — ୩. Powder.
- ୨. କୌଣସି ବସ୍ତୁର କ୍ଷୁଦ୍ର କ୍ଷୁଦ୍ର ଖଣ୍ଡ —୨. Small particles of any thing; crumbs.
ଅନୁବାଦ
[ସମ୍ପାଦନା]- ୪. ବିରହର ସନ୍ତାପ; ପ୍ରିୟ ବ୍ୟକ୍ତିର ବିଚ୍ଛେଦଜନିତ ଶୋକ; ଝୁରିବା —୪. Pining after one's absent beloved.
ପ୍ରାଦେଶିକ - (ଗଞ୍ଜାମ ଓ ବାଣପୁର) ବିଶେଷ୍ୟ -
[ସମ୍ପାଦନା]ଶଗଡ଼ ଯୁଆଳିକୁ ଦଣ୍ଡାର ଅଗ ସଙ୍ଗେ ବାନ୍ଧିବାରେ ବ୍ୟବହୃତ ଚମ ଦଉଡ଼ି — The thong joining the shaft of a cart to the middle of the yoke.
[ଦ୍ରଷ୍ଟବ୍ୟ —କତାଦଉଡ଼ିକୁ ଗତା କହନ୍ତି]
(ଉଲାର, ଟପାଳିଆଁ—ବିପରୀତ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଆଗ ପାଖରେ ବୋଝେଇ ବେଶୀ ହେବା ଯୋଗୁଁ ଆଗ ପାଖ ଭାରି ହୋଇଥିବା (ଶଗଡ଼) — ୧. Front-heavy; (cart) which has become heavier in the front.
- ୨. ଚୁର୍ଣ୍ଣିତ —୨. Powdered.
- ୩. କ୍ଷୁଦ୍ର କ୍ଷୁଦ୍ର ସ୍ୱତ୍ରନ୍ତ୍ର ଖଣ୍ଡବିଶିଷ୍ଟ — ୩. Consisiting of tiny bits.
(ଯଥା— ମାଛର ଝୁରା ଭଜା)
ପ୍ରାଦେଶିକ -
[ସମ୍ପାଦନା]- ୧. (ପୁରୀ) ବିଶେଷଣ -ଅତି ମାତ୍ରାରେ; ଅତ୍ୟଧିକ, ଆକଣ୍ଠ (ଭୋଜନ) —୧. (Eating) To one's fill.
- ୨. (ସିଂହଭୁମ) ବିଶେଷଣ -ଛୋଟ ଛୋଟ; ଚୁନା ଚୁନା — ୨. Small bits of; tiny grains of
(ଯଥା— ଝୁରା ଧାନ)
ପ୍ରାଦେଶିକ - (ପୁରୀ)—ବି
[ସମ୍ପାଦନା]ଅତି ଭୋଜନ ଯୋଗୁଁ ଅନୁଭୁତି ଅସ୍ୱାଛନ୍ଦ୍ୟ —Uneasiness felt after over eating.