ଝୁର୍ଝୁର୍

ଉଇକିଅଭିଧାନ‌ରୁ

ଝୁର୍ଝୁର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ (ଧ୍ୱନ୍ୟନୁକରଣ)[ସମ୍ପାଦନା]

କୌଣସି ଚୁନା ଶୁଖୁଲା ପଦାର୍ଥ ଝରି ପଡ଼ିବାର ଅନୁଚ୍ଚ ଶବ୍ଦ; ଝୁଡ଼୍ଝୁଡ଼୍ — Low rumbling sound of crumbling particless of small bits or grains.

(ଝୁରୁଝୁରୁ—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ସଂସ୍କୃତ - ଜରା)[ସମ୍ପାଦନା]

୧. ଅତି ବୃଦ୍ଧ (ବ୍ୟକ୍ତି) — ୧. Very old (person).
୨. ମୁମୂର୍ଷୁ —୨. Dying; about to die.