ଝୁଲଣ

ଉଇକିଅଭିଧାନ‌ରୁ

ଝୁଲଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୋଳୋନ)[ସମ୍ପାଦନା]

୧. ଦୋଳନ; ଦୋଳିଖେଳିବା — ୧. Swinging.
୨. ଶ୍ରାବଣ ଶୁକ୍ଲଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଦୋଳିରେ ଝୁଲିବା ଉତ୍ସବ —୨. The ceremony or festival of swinging of the Deities Rādhā and Kṛushṇa in a swing from the ୧୦th of the bright fort-night of Ṡrābaṇa upto the fullmoon day.

[ଦ୍ରଷ୍ଟବ୍ୟ — ପୁରୀ ଓ ବୃନ୍ଦାବନରେ ଏହି ଯାତ୍ରା ଉପଲକ୍ଷରେ ବିଶେଷ ଉତ୍ସବ ହୁଏ]