ଝୁଲ୍

ଉଇକିଅଭିଧାନ‌ରୁ

ଝୁଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ହୁଳା ବା ଧୁଳା ଧାତୁ (Beams); କିମ୍ୱା ସଂସ୍କୃତ - ଧୁଳି; ସଂସ୍କୃତ - ଦୁଳ ଧାତୁ)[ସମ୍ପାଦନା]

୧. ଘରର ଅଳନ୍ଧୁ; ଧୁନ୍ଦମାର; ଅଳନ୍ଧୁମ; ୧. Soot hangiing from the root.
୨. (ତୁଳ. ସଂସ୍କୃତ - ଅଜ୍ଝଲ୍=ଜଳନ୍ତା ଅଙ୍ଗାର) ଅଗ୍ନିସ୍ଫୁଲିଙ୍ଗ; ଅଗ୍ନିକଣା —୨. Sparks of fire.

ନିଆଁ ଝୁଲ ସବୁ ଲୁଗାପ଼ଟା ଯାକ ବୁଣି ପଡ଼ିଲା ଫକୀରମୋହନ. ଛମାଣଆଠଗୁଣ୍ଠ

୩. ମୟୁରର ପୁଚ୍ଛ —୩. Peacock-tail.
୪. (ସଂସ୍କୃତ - ଦୁଳ ଧାତୁ) ହାତୀଉପରର ଚିତ୍ରିତ ଆସ୍ତରଣ — ୪. The ornamental cover or cloth laid on the back of an elephant.
୫. ଯାହା ଝୁଲୁଥାଏ ବା ଝୁଲି ପଡ଼ିଥାଏ; ଲମ୍ୱମାନ୍ — ୫. A hanging or dangling thing.
୬. ଭିତରେ ଗୋଡ଼ି ପଶିଥିବାରୁ ବାଜୁଥିବା ଏକ ପ୍ରକାର ଝୁଣ୍ଟିଆ —୬. A kind of tinkling ring for the ୨nd finger of the leg.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଝୋ ସ୍ଥାନରେ ଝୁ ଉଚ୍ଚାରଣ)[ସମ୍ପାଦନା]

ତିଅଣର ଅଣ; ଝୋଳ —Soup of curry; broth.