Jump to content

ଝୋଲା ମାରିବା

ଉଇକିଅଭିଧାନ‌ରୁ

ଝୋଲା ମାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଚେତନ ହେବା; ମଥା ଭ୍ରମଜାତ ହେବା; ଦୁର୍ବଳତା, କ୍ଷୁଧା ବା ରୋଗଯୋଗୁଁ ମୁର୍ଜିତ ହେବା — Fainting; swooning.

ଝଳି ଫାଳଇ ଝଟକେ ନାହିଁ କି ଝୋଲା ମାଇଲା ତୁମ୍ଭଙ୍କୁ ଚାହିଁ କି କବିସୂର୍ଯ୍ୟ, କିଶୋରୀଚମ୍ପୁ ଝ ଗୀତ



ଝୋଲା ମାରିବା

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିଶେଷ ପରିଶ୍ରମ ଯୋଗୁଁ ମୁର୍ଚ୍ଛିତ ହେବା