ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବ୍ୟଞ୍ଜନ୍ ବର୍ଣ୍ଣମାଳା ୧୧ଶ ବର୍ଣ୍ଣ ଏହା ଟ ବର୍ଗର ପ୍ରଥମ ବର୍ଣ୍ଣ ଏହାର ଉଚ୍ଚାରଣସ୍ଥାନ ମୁର୍ଦ୍ଧା —The ୧୧th consonant sound produced from the head; pronounced as ṭ in the ṭea.



  • (file)

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଟକ୍ ଧାତୁ=ଶବ୍ଦ କରିବା+ କର୍ତ୍ତୃ. ଅ)[ସମ୍ପାଦନା]

୧. ଶବ୍ଦ —୧. Sound.
୨. ପାଦ; ଚତୁର୍ଥ ଭାଗ —୪. Fourth part.
୩. ଶିବ —୩. God Ṡba.
୪. ବାମନ —୪. A dwarf.
୫. ଟଙ୍କାର —୫. The twang of a bow.


୬. କରଙ୍କ; ଗୋଲ ଡିବା — ୬. A head-like pot; a round box.
୭. ମୁଣ୍ଡର ଖପୁରି — ୭. Skull.
୮. ନଡ଼ିଆର ଷଢ଼େଇ (ହିନ୍ଦୀ - ଶବ୍ଦସାର) — ୮. Skull-shaped cocanut-shell.

ବିଶେଷଣ -[ସମ୍ପାଦନା]

ଜଗତ୍ ବିଖ୍ୟାତ; ତ୍ରୀଭୁବନ ବିଖ୍ୟାତ — World-famed.

[ଦ୍ରଷ୍ଟବ୍ୟ —ଟର କରଣୀ ଆକାର ଟ ବା ଟ ଟଙ୍କାର ସାଙ୍କେତିକ ଚିହ୍ନ ସ୍ୱରୁପ ଏହି ଚିହ୍ନ ସଂଖ୍ୟାର ପୁର୍ବରେ ଲେଖାଯାଏ ଯଥା ଟ ୧/?/ =ଏକ ଟଙ୍କା ତିନି ଅଣା ସମ୍ୱଲପୁର ଅଞ୍ଚଳରେ 'ତ' ସ୍ଥାନରେ 'ଟ' ଉଚ୍ଚାରଣ କରନ୍ତି

ଯଥା—ଓଡ଼ିଆ ତାଟି=ସମ୍ୱଲପୁର ଟାଟି, ତାଡ଼= ଟାଡ଼, ତଟ୍ଟୁ= ଟଟ୍ଟୁ, ତଣ୍ଟି=ଟଣ୍ଟି. ତେଣ୍ଟିବା=ଟେଣ୍ଟିବା ଇତ୍ୟାଦି]