Jump to content

ଟଂ

ଉଇକିଅଭିଧାନ‌ରୁ

ଟଂ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ—(ଧ୍ୱନ୍ୟନୂକରଣ; ସଂସ୍କୃତ - ଟଙ୍କାର)

[ସମ୍ପାଦନା]

ଟଙ୍କାର ଶବ୍ଦ; ଘଣ୍ଟା ଆଦି ବାଜିବାର ବିଶିଷ୍ଟ ଶବ୍ଦ; ଧନୂର୍ଗ୍ନଣ ଟାଣି ଛାଡ଼ିବାର ଶବ୍ଦ —Twang; the sound of a gong or bell; chiming sound.