ଟଉ
ଦେଖଣା
ଟଉ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦସ୍ତା ଧାତୁ — ୧. Zinc.
- ୨. ରାଙ୍ଗା ମିଶ୍ରିତ ଧାତୁ —୨. Pewter.
[ଦ୍ରଷ୍ଟବ୍ୟ —ଏଥିରେ ଗରିବ ଲୋକଙ୍କ ବ୍ୟବହାରପଯୋଗୀ ପାନପାତ୍ରାଦି ଓ ଅଳଙ୍କାର ନିର୍ମିତ ହୁଏ; ଏଥିରେ ୪ ଭାଗ ଟିଣ ବା ରାଙ୍ଗା ଓ ଏକ ଭାଗ ଶୀଶା ମିଶୀଥାଏ; ସମୟସମୟରେ ଟିଣ ସଙ୍ଗେ ତମ୍ୱା ଓ ଆଣ୍ଟିମନୀ ନାମକ ଧାତୁ ମିଶାଯାଏ ]