Jump to content

ଟକ

ଉଇକିଅଭିଧାନ‌ରୁ

ଟକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତକ୍ର)

[ସମ୍ପାଦନା]
୧. ଖଟା ପଦାର୍ଥ — ୧. Sour or acid article.
୨. କୌଣସି ବିଶେଷ ଖାଦ୍ୟ ଖାଇବା ନିମନ୍ତେ ଆଗ୍ରହାତିଶଯ୍ୟ ବା ଳାଳଶା; ଟକର —୨. Vehement or inordinate desire for a particular food.

(ଯଥା—ତାର ମାଛରେ ଭାରି ଟକ)

ଦେଶଜ - ବିଶେଷଣ -

[ସମ୍ପାଦନା]

ଖଟା — Acidish; sour.