ଟକଟକା
ଦେଖଣା
ଟକଟକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଟକଟକୀ; ଟକଟକେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଖାଇବା ପାଇଁ ବ୍ୟଗ୍ର; ଲାଳାୟିତ; ନାଲିଚିଆ —୧. Gourmandishing; having an inordinate hankering after food.
- ୨. ଲୋଭନୀୟ ବିଶିଷ୍ଟ ଖାଦ୍ୟ ପ୍ରତି ଳାଳସାଯୁକ୍ତ — ୨. Epicurean in diet; hankering after dainties.
- ୩. ତୁର୍ତୁରିଆ; ତରତରିଆ —୩. Hasty; impatient.
- ୪. ଯେ କୌଣସି ଗୁପ୍ତ କଥା ଆପଣା ପେଟ ଭିତରେ ବହୁକାଳ ଲୁଚାଇ ନ ପାରି ପ୍ରକାଶ କରିବା ପାଇଁ ବ୍ୟଗ୍ର ହୁଏ —୪. Impatient or eager to babble out or divulge a secret.
- ୫. ବାବଦୁକ; ପ୍ରଗଳ୍ଭ; ବାଚାଳ — ୫. Babbling; talkative.