Jump to content

ଟକାଟକ୍

ଉଇକିଅଭିଧାନ‌ରୁ

ଟକାଟକ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବିଷୟରେ ଦୁଇଜଣଙ୍କୁ ପରସ୍ପର ପ୍ରତିୟୋଗିତା; ପ୍ରତିଦ୍ୱନ୍ଦିତା; ସ୍ପର୍ଦ୍ଧା — ୧. Emulation; rivalry.
୨. ଜିଦାଜିଦୀ; ଜିଦିମରାମରି — ୧. Envious contention; staking for competition; betting.

(ଯଥା—ସେ ଦୁହିଁଙ୍କର ଖେଳରେ ଭାରି ଟକାଟକ୍ ଲାଗିଛି)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଟକ୍ ଟକ୍ (ଦେଖ) -Ṭak ṭak (See)