ଟକ୍ ଟକ୍ ନାଲ୍

ଉଇକିଅଭିଧାନ‌ରୁ

ଟକ୍ ଟକ୍ ନାଲ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ତିଲ. ସଂସ୍କୃତ - ଟଣ୍ଟୂକ=ରକ୍ତବର୍ଣ୍ଣ)[ସମ୍ପାଦନା]

ରଙ୍ଗ ଟହଟହ; ନାଲି ଟୂକୁ ଟୂକୁ — Bright red; carmine or crimson-coloured.

(ଯଥା—କଇଁ ଚିକାକୁଡ଼ିଟି ପାଚି କରି ଟକ୍ ଟକ୍ ନାଲ୍ ହୋଇଅଛି)

[ ଦ୍ର— ଅପେକ୍ଷାକୃତ ବଡ଼ ବସ୍ତୁ (ମହାକାଳ ଫଳ ଇତ୍ୟାଦି) ନାଲ୍ ଟକ୍ ଟକ୍ ଓ କ୍ଷୂଦ୍ର ବସ୍ତୁ (କାଇଞ୍ଚଫଳ) ନାଲି ଟୂକୁଟୂକୁ ବୋଲା ଯାଏ; ସାଧାରଣତଃ ଏ ଶବ୍ଦ ନାଲ୍(ଲି)ଟକଟକ ଆକାରରେ ବ୍ୟବହୃତ ହୁଏ]